Advertisment

Solar Eclipse: କେଉଁ ରାଶିର ବ୍ୟକ୍ତି ହେବେ ଧନବାନ ଆଉ କେଉଁ ରାଶି ପାଇଁ ଖରାପ, ଓଡିଶାରେ ପଡିବ କି ସୂର୍ଯ୍ୟପରାଗର ପ୍ରଭାବ ?

ସେପଟମ୍ବର ୨୧ରେ ହେବାକୁ ଥିବା ସୂର୍ଯ୍ୟପରାଗ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲି୍ଆ , ଉତ୍ତର ଆମେରିକା ,ଉତ୍ତର ଦକ୍ଷିଣ ଆମେରିକାରେ ଦେଖାଯିବ। ଓଡିଶାରେ କି ଭାରତରେ ଏହା ଦେଖିବାକୁ ମିଳିବନାହିଁ ।

author-image
Manasranjan Mohanty
Solar Eclipse 2025

Solar Eclipse 2025

୨୧ ସେପେଟମ୍ବର ୨୦୨୫ ଦିନ ଟି ହେବ ଏକ ବିଶେଷ ଦିନ ,ଯେଉଁଦିନ ସୂର୍ଯ୍ୟ ଲୁଚିଯିବେ ଚନ୍ଦ୍ର ପଛରେ । ଏହା ହେଉଛି ଆଂଶିକ ସୂର୍ଯ୍ୟପରାଗ । ଯାହାର ତୀବ୍ରତା ୦.୮୫୫ ହେବ । ସେପଟମ୍ବର ୨୧ରେ ହେବାକୁ ଥିବା ସୂର୍ଯ୍ୟପରାଗ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲି୍ଆ , ଉତ୍ତର ଆମେରିକା ,ଉତ୍ତର ଦକ୍ଷିଣ ଆମେରିକାରେ ଦେଖାଯିବ। ଓଡିଶାରେ କି ଭାରତରେ ଏହା ଦେଖିବାକୁ ମିଳିବନାହିଁ । କିନ୍ତୁ ରବିବାର ହେବାକୁ ଥିବା ଗ୍ରହଣ ଦେଖିବା ଅତ୍ୟନ୍ତ ଭଲ । ଏଥିରେ ଚନ୍ଦ୍ର ପୁରା ସୂର୍ଯ୍ୟକୁ ଲୁଚାଇବ ନାହିଁ ,ଏକ ଆଙ୍ଗୁଳିକାର ଆକୃତିର ତିଆରି ହେବ ଯାହାକୁ ରିଙ୍ଗ୍ ଅଫ୍ ଫାୟାର କୁହାଯିବ ।

Advertisment

ଯେତେବେଳେ ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଗତି କରେ ସେତେବେଳେ ଏକ ସୂର୍ଯ୍ୟଗ୍ରହଣ ହୋଇଥାଏ, ଯାହା ସୂର୍ଯ୍ୟର ପ୍ରତିଛବିକୁ ସମ୍ପୁଣ୍ଣ କିମ୍ବା ଆଂଶିକ ଭାବରେ ଅସ୍ପଷ୍ଟ କରିଦିଏ । ତେବେ ସୂର୍ଯ୍ୟପରାଗ ହେଲେ କେଉଁ ରାଶି ଉପରେ ଏହାର ପ୍ରଭାବ ପଡିବ ? ଜ୍ୟୋତିଷଙ୍କ ମତରେ ମେଷ ରାଶି, ସିଂହ ରାଶିଙ୍କ ଉପରେ ଏହା ଭଲ ପ୍ରଭାବ ପଡିବା

ଭିଡିଓ ଦେଖିବା ପାଇଁ କ୍ଲିକ କରନ୍ତୁ

Advertisment
Related Articles
Advertisment