Panchang Today 9th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୦୯ ତାରିଖ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ପ୍ରତିପଦ ପ୍ରାତଃ ୦୬.୨୧ ଗତେ ୨ୟା ରାତ୍ରି ୦୪.୧୮ ଗତେ।। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର।

Panchang Today

ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୦୯ ତାରିଖ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ପ୍ରତିପଦ ପ୍ରାତଃ ୦୬.୨୧ ଗତେ ୨ୟା ରାତ୍ରି ୦୪.୧୮ ଗତେ।। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ପ୍ରାତଃ ୦୬.୨୧ ଗତେ ୨ ପାଦ ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୧.୫୬ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୪.୧୮ ପର୍ଯ୍ୟନ୍ତ।

ଶୁଭ ସମୟ

ପ୍ରାତଃ- ୦୫.୧୭ ରୁ ୦୭.୦୦

ଦିବା-୧୦.୨୬ ରୁ ୦୧.୦୦

ରାତ୍ରି- ୦୨.୧୮ ରୁ ୦୩.୦୩

ଅଧିକ ପଢ଼ନ୍ତୁ: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍

ଅଶୁଭ ସମୟ

ରାହୁକାଳ- ଦିବା ୦୧.୧୯ ରୁ ୦୨.୫୬

କାଳବେଳା- ଦିବା ୦୨.୫୬ ରୁ ୦୪.୩୨

ବାରବେଳା- ଦିବା ୦୪.୩୨ ରୁ ୦୬.୦୯

କାଳରାତ୍ରି- ରାତ୍ରି ୧୧.୪୨ ରୁ ୦୧.୦୬