Panchang Today 9th April 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୦୯ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୦୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମୀନ ପ୍ରାତଃ ୦୭.୩୨ ଗତେ ମେଷ,ତିଥି- ପ୍ରତିପଦ ରାତ୍ରି୦୮.୩୧ ଗତେ ୨ୟା,ଘାତଚନ୍ଦ୍ର-ଧନୁ ରାଶିର, ପ୍ରାତଃ ୦୭.୩୨ ଗତେ ମେଷ ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮.୩୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନ ଦାନ ।

ଶୁଭ ସମୟ:

ଦିବା-୦୮.୪୨ ରୁ ୧୦.୩୪

ଦିବା-୦୧.୦୨ ରୁ ୦୧.୨୧

ଦିବା-୦୪.୨୬ ରୁ ୦୫.୧୦

ସନ୍ଧ୍ୟା-୦୫.୫୯ ରୁ ୦୬.୪୫

ରାତ୍ରି-୦୯.୦୫ ରୁ ୧୧.୨୪

ରାତ୍ରି-୦୧.୪୪ ରୁ ୦୩.୧୬

ଅଧିକ ପଢ଼ନ୍ତୁ: ଘରର ଏହି କୋଣରେ କରିଛନ୍ତି କି ପାଇଖାନା; ଆଣିଥାଏ ମହାବିପତ୍ତି

ଅଶୁଭ ସମୟ:

ରାହୁକାଳ - ଦିବା ୦୨.୫୩ ରୁ ୦୪.୨୬

କାଳବେଳା- ଦିବା ୦୧.୨୧ ରୁ ୦୨.୫୩

ବାରବେଳା- ପ୍ରାତଃ ୦୭.୦୯ ରୁ ୦୮.୪୨

କାଳରାତ୍ରି- ସନ୍ଧ୍ୟା ୦୭.୨୬ ରୁ ୦୮.୫୩