/odishatv-khabar/media/post_attachments/uploadimage/library/16_9/16_9_0/Panchang_1731032926.jpg)
Panchang
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଶୁକ୍ରବାର । ଚନ୍ଦ୍ର- ମକର ଅହୋରାତ୍ର,ତିଥି-୭ମୀ ରାତ୍ରି ୧୧.୫୬ ଗତେ ୮ମୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ଘାତବାର- ବିଛା, ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୨.୦୨ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ରାତ୍ରି ୧୧.୫୬ ପର୍ଯ୍ୟନ୍ତ
Advertisment
ଶୁଭସମୟ:
ପ୍ରାତଃ– ୦୫.୫୫ ରୁ ୦୬.୩୯
ପ୍ରାତଃ-୦୭.୨୪ ରୁ ୦୮.୪୨
ଦିବା-୧୧.୫୨ ରୁ ୦୨.୫୧
ଦିବା-୦୩.୩୬ ରୁ ୦୫.୦୫
ସନ୍ଧ୍ୟା-୦୫.୫୬ ରୁ ୦୮.୧୮
ରାତ୍ରି- ୧୧.୫୬ ରୁ ୦୧.୩୮
ରାତ୍ରି- ୦୨.୩୦ ରୁ ୦୪.୧୨
ଅଶୁଭସମୟ:
ରାହୁକାଳ- ଦିବା ୧୦.୦୬ ରୁ ୧୧.୩୦
କାଳବେଳା- ଦିବା ୧୦.୦୬ ରୁ ୧୧.୩୦
ବାରବେଳା-ଦିବା ୦୮.୪୨ ରୁ ୧୦.୦୬
କାଳରାତ୍ରି- ରାତ୍ରି ୦୮.୧୮ ରୁ ୦୯.୫୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)