• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୮ ଶନିବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୨ୟା ଦିବା ୦୩.୫୫ ଗତେ ୩ୟା ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୩.୫୫ ଗତେ ୦୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୭.୪୩ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ

 ଶୁଭ ସମୟ

ଦିବା - ୧୦.୦୭ ରୁ ୧୨.୧୨

ଦିବା-୦୩.୦୩ ରୁ ୦୩.୪୨

ରାତ୍ରି - ୦୭.୪୨ ରୁ ୦୭.୪୭

ରାତ୍ରି- ୧୧.୨୪ ରୁ ୦୧.୩୪

ରାତ୍ରି- ୦୩.୦୦ ରୁ ୦୩.୪୯

ଅଶୁଭ ସମୟ

ରାହୁକାଳ- ଦିବା- ୧୦.୨୮ ରୁ ୧୦.୦୭

କାଳବେଳା- ପ୍ରାତଃ –୦୫.୧୦ ରୁ ୦୬.୪୯ ଦିବା ୦୪.୪୨ ରୁ ୦୬.୨୦

ବାରବେଳା- ଦିବା- ୦୧.୨୪ ରୁ ୦୩.୦୩

କାଳରାତ୍ରି- ସନ୍ଧ୍ୟା- ୦୬.୨୦ ରୁ ୦୭.୪୨ ଓ ରାତ୍ରି ୦୩.୪୯ ରୁ ୦୫.୧୦

OTV is now on Whatsapp

Join and get latest news update delivered to you via whatsapp

Join Now