Panchang Today 8th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି- ୩ୟା ଅହୋରାତ୍ର,ଘାତଚନ୍ଦ୍ର-ନାସ୍ତି ,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ:

ଦିବା- ୦୮.୪୭ ରୁ ୧୦.୩୨

ରାତ୍ରି- ୦୯.୧୯ ରୁ ୧୦.୩୦

ରାତ୍ରି- ୧୧.୫୧ ରୁ ୧୨.୧୩

ରାତ୍ରି- ୦୧.୪୦ ରୁ ୦୩.୦୭, ୦୩.୫୧ ରୁ ୦୪.୩୪

ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ

ଅଶୁଭ ସମୟ:

ରାହୁକାଳ- ପ୍ରାତଃ ୦୬.୫୬ ରୁ ୦୮.୩୪

କାଳବେଳା- ପ୍ରାତଃ ୦୬.୫୬ ରୁ ୦୮.୩୪

ବାରବେଳା- ଦିବା ୦୩.୦୮ ରୁ ୦୪.୪୭

କାଳରାତ୍ରି- ରାତ୍ରି ୧୦.୩୦ ରୁ ୧୧.୫୧