• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର। ଚନ୍ଦ୍ର- ଧନୁ ଦିବା ୧୦.୦୩ ଗତେ ମକର। ତିଥି- ୧୩ଶୀ ଦିବା ୧୧.୧୭ ଗତେ ୧୪ଶୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଦିବା ୧୦.୦୩ ଗତେ ସିଂହ। ଘାତବାର- ତୁଳା ଓ କୁମ୍ଭ। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୨.୧୩ ପର୍ଯ୍ୟନ୍ତ।

ଶୁଭ ସମୟ

ପ୍ରାତଃ- ୦୬.୨୩ ରୁ ୦୭.୫୩
ଦିବା-୧୦.୫୩ ରୁ ୦୧.୦୮

ରାତ୍ରି- ୦୨.୫୮ ରୁ ୦୩.୪୯

ଅଧିକ ପଢ଼ନ୍ତୁ: Vastu Tips: ଘର ପାର୍ଶ୍ୱରେ ହସ୍ପିଟାଲ୍ ଥିଲେ ସାଂଘାତିକ; ଜାଣନ୍ତୁ କ’ଣ ହୁଏ କ୍ଷତି

ଅଶୁଭ ସମୟ

ରାହୁକାଳ - ଦିବା ୦୧.୨୫ ରୁ ୦୨.୪୯
କାଳବେଳା- ଦିବା ୦୨.୪୯ ରୁ ୦୪.୧୪
ବାରବେଳା- ଦିବା ୦୪.୧୪ ରୁ ୦୫.୩୮
କାଳରାତ୍ରି- ରାତ୍ରି ୧୨.୦୦ ରୁ ୦୧.୩୬