Panchang Today 7th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ସୋମବାର ।ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ସୋମବାର । ଚନ୍ଦ୍ର- ବିଛା ଅହୋରାତ୍ର ,ତିଥି- ୪ର୍ଥୀ ଦିବା ୦୯.୫୭ ଗତେ ୫ମୀ,ଘାତଚନ୍ଦ୍ର- ନାସ୍ତି ,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ନାସ୍ତି

ଶୁଭସମୟ:

ପ୍ରାତଃ- ୦୫.୪୨ ରୁ ୦୭.୧୦

ଦିବା- ୦୮.୫୦ ରୁ ୧୧.୧୦

ରାତ୍ରି- ୦୭.୫୩ ରୁ ୧୦.୦୨

ରାତ୍ରି- ୦୨.୨୬ ରୁ ୦୩.୧୫

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଅଶୁଭସମୟ:

ରାହୁକାଳ- ପ୍ରାତଃ ୦୭.୧୦ ରୁ ୦୮.୩୮

କାଳବେଳା- ପ୍ରାତଃ ୦୭.୧୦ ରୁ ୦୮.୩୮

ବାରବେଳା- ଦିବା ୦୨.୩୦ ରୁ ୦୩.୫୮

କାଳରାତ୍ରି- ରାତ୍ରି ୧୦.୦୨ ରୁ ୧୧.୩୪