/odishatv-khabar/media/post_attachments/uploadimage/library/16_9/16_9_0/Panchang__1736219354.jpg)
Panchang
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୭ ତାରିଖ ମଙ୍ଗଳବାର । ଚନ୍ଦ୍ର- ମୀନ ସନ୍ଧ୍ୟା ୦୫.୪୯ ଗତେ ମେଷ,ତିଥି- ୮ ମୀ ଦିବା ୦୪.୨୭ ଗତେ ୯ମୀ,ଘାତଚନ୍ଦ୍ର- ଧନୁ ରାଶିର, ସନ୍ଧ୍ୟା ୦୫.୪୯ ଗତେ ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭସମୟ:
ପ୍ରାତଃ– ୦୬.୨୬ ରୁ ୦୭.୧୦
ଦିବା- ୦୯.୦୯ ରୁ ୧୧.୩୧
ସନ୍ଧ୍ୟା- ୦୫.୧୯ ରୁ ୦୬.୫୭
ରାତ୍ରି- ୦୮.୩୬ ରୁ ୦୮.୪୯
ରାତ୍ରି- ୦୯.୪୧ ରୁ ୧୨.୧୯
ରାତ୍ରି- ୦୨.୦୪ ରୁ ୦୩.୪୯
ନିଶାନ୍ତ- ୦୪.୪୨ ରୁ ୦୬.୨୭
ଅଶୁଭସମୟ:
ରାହୁକାଳ- ଦିବା ୦୨.୩୬ ରୁ ୦୩.୫୭
କାଳବେଳା- ଦିବା ୦୧.୧୪ ରୁ ୦୨.୩୬
ବାରବେଳା- ପ୍ରାତଃ ୦୭.୪୮ ରୁ ୦୯.୦୯
କାଳରାତ୍ରି- ସନ୍ଧ୍ୟା ୦୬.୫୭ ରୁ ୦୮.୩୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)