Advertisment

Panchang Today 7th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ବୁଧବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି - ୧୨ଶୀ ଦିବା ୦୨.୦୨ ଗତେ ୧୩ଶୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୨.୦୨ ପର୍ଯ୍ୟନ୍ତ

ଅଦ୍ୟତନ ହୋଇଛି
Panchang Today 7th Feb 2024

Panchang

Advertisment

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ବୁଧବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି - ୧୨ଶୀ ଦିବା ୦୨.୦୨ ଗତେ ୧୩ଶୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୨.୦୨ ପର୍ଯ୍ୟନ୍ତ, ତା ପରେ ନିଶାନ୍ତ ୦୪.୩୭ ଗତେ ଉତ୍ତରାଷାଢା ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

Advertisment

ଶୁଭ ସମୟ

ପ୍ରାତଃ- ୦୬.୨୩ ରୁ ୦୭.୫୩
ଦିବା-୧୦.୩୬ ରୁ ୧୧.୩୮
ଦିବା-୦୧.୫୩ ରୁ ୦୪.୫୩
ସନ୍ଧ୍ୟା-୦୬.୨୯ ରୁ ୧୦.୪୪
ରାତ୍ରି- ୦୨.୦୮ ରୁ ୦୩.୧୧
ନିଶାନ୍ତ-୦୪.୪୭ ରୁ ୦୬.୨୩

ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଅଶୁଭ ସମୟ

ରାହୁକାଳ - ଦିବା ୧୨.୦୦ ରୁ ୦୧.୨୫
କାଳବେଳା- ଦିବା ୦୯.୧୨ ରୁ ୧୦.୩୬
ବାରବେଳା- ଦିବା ୧୨.୦୦ ରୁ ୦୧.୨୫
କାଳରାତ୍ରି- ରାତ୍ରି ୦୩.୧୧ ରୁ ୦୪.୨୭

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ