• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୬ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ଅମାବାସ୍ୟା ସନ୍ଧ୍ୟା ୦୬.୦୭ ଗତେ ପ୍ରତିପଦ। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ନାସ୍ତି।

ଶୁଭ ସମୟ

ପ୍ରାତଃ- ୦୫.୧୦ ରୁ ୦୬.୦୩

ଦିବା- ୯୦.୩୩ ରୁ ୧୧.୧୯

ସନ୍ଧ୍ୟା- ୦୭.୩୩ ରୁ ୦୯.୧୩

ରାତ୍ରି- ୦୧.୦୬ ରୁ ୦୨.୧୭

ରାତ୍ରି- ୦୩.୪୪ ରୁ ୦୫.୧୭

ଅଧିକ ପଢ଼ନ୍ତୁ: Vastu Tips: ଗୃହର ଏହି ଦିଗରେ ନୀଳ ରଙ୍ଗ ଥିଲେ ମାନ-ସମ୍ମାନହାନୀ ହୁଏ, ଆସେ କୋର୍ଟ-କଚେରୀ ସମସ୍ୟା

ଅଶୁଭ ସମୟ

ରାହୁକାଳ- ଦିବା- ୦୧.୨୪ ରୁ ୦୩.୦୨

କାଳବେଳା- ଦିବା - ୦୩.୦୨ ରୁ ୦୪.୪୧

ବାରବେଳା- ଦିବା- ୦୪.୪୧ ରୁ ୦୬.୨୦

କାଳରାତ୍ରି- ରାତ୍ରି- ୧୧.୪୫ ରୁ ୦୧.୦୬

OTV is now on Whatsapp

Join and get latest news update delivered to you via whatsapp

Join Now