ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୬ ଗୁରୁବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ଅମାବାସ୍ୟା ସନ୍ଧ୍ୟା ୦୬.୦୭ ଗତେ ପ୍ରତିପଦ। ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ନାସ୍ତି।
ଶୁଭ ସମୟ
ପ୍ରାତଃ- ୦୫.୧୦ ରୁ ୦୬.୦୩
ଦିବା- ୯୦.୩୩ ରୁ ୧୧.୧୯
ସନ୍ଧ୍ୟା- ୦୭.୩୩ ରୁ ୦୯.୧୩
ରାତ୍ରି- ୦୧.୦୬ ରୁ ୦୨.୧୭
ରାତ୍ରି- ୦୩.୪୪ ରୁ ୦୫.୧୭
ଅଧିକ ପଢ଼ନ୍ତୁ: Vastu Tips: ଗୃହର ଏହି ଦିଗରେ ନୀଳ ରଙ୍ଗ ଥିଲେ ମାନ-ସମ୍ମାନହାନୀ ହୁଏ, ଆସେ କୋର୍ଟ-କଚେରୀ ସମସ୍ୟା
ଅଶୁଭ ସମୟ
ରାହୁକାଳ- ଦିବା- ୦୧.୨୪ ରୁ ୦୩.୦୨
କାଳବେଳା- ଦିବା - ୦୩.୦୨ ରୁ ୦୪.୪୧
ବାରବେଳା- ଦିବା- ୦୪.୪୧ ରୁ ୦୬.୨୦
କାଳରାତ୍ରି- ରାତ୍ରି- ୧୧.୪୫ ରୁ ୦୧.୦୬