Panchang Today 4th September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ସିଂହ ଦିବା ୦୯.୫୫ ଗତେ କନ୍ୟା ,ତିଥି- ପ୍ରତିପଦ ଦିବା ୦୯.୪୭ ଗତେ ୨ୟା ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ଦିବା ୦୯.୫୫ ଗତେ ବୃଷ ରାଶିର,ଘାତବାର- କର୍କଟ ରାଶିର,ପୁଷ୍କର ଦୋଷ- ୧ ପାଦ-କୁତୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୪୭ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ

ଶୁଭସମୟ:

ପ୍ରାତଃ - ୦୫.୩୫ ରୁ ୦୭.୧୪

ଦିବା- ୧୦.୧୨ ରୁ ୧୧.୨୦

ଦିବା- ୦୧.୪୮ ରୁ ୦୫.୦୬

ସନ୍ଧ୍ୟା- ୦୬.୪୨ ରୁ ୧୦.୩୫

ରାତ୍ରି- ୦୧.୪୨ ରୁ ୦୨.୪୦

ରାତ୍ରି- ୦୪.୦୮ ରୁ ୦୫.୩୫

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଅଶୁଭସମୟ:

ରାହୁକାଳ- ଦିବା ୧୧.୪୫ ରୁ ୦୧.୧୭

କାଳବେଳା- ଦିବା ୦୮.୪୦ ରୁ ୧୦.୧୨

ବାରବେଳା- ଦିବା ୧୧.୪୫ ରୁ ୦୧.୧୭

କାଳରାତ୍ରି- ରାତ୍ରି ୦୨.୪୦ ରୁ ୦୪.୦୮