/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696385573.jpg)
Panchang Today
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୬ଷ୍ଠୀ ନିଶାନ୍ତ ୦୫.୪୧ ଗତେ ୭ ମୀ । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- କର୍କଟ । ପୁଷ୍କର ଦୋଷ- ନିଶାନ୍ତ ୦୫.୪୧ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ।
Advertisment
ଶୁଭ ସମୟ
ପ୍ରାତଃ- ୦୫.୪୧ରୁ ୦୮.୦୩
ଦିବା- ୧୦.୨୪ରୁ ୧୧.୩୫
ଦିବା-୦୧.୩୩ରୁ ୦୩.୫୪
ସନ୍ଧ୍ୟା- ୦୬.୧୮ ରୁ ୦୭.୦୬
ରାତ୍ରି- ୦୮.୪୪ରୁ ୦୨.୩୮
ରାତ୍ରି- ୦୪.୧୦ରୁ ୦୫.୪୧
ଅଧିକ ପଢ଼ନ୍ତୁ: ଗୃହ ନିର୍ମାଣ ଅଧାରେ କାହିଁକି ରହିଯାଏ; ଜାଣନ୍ତୁ କାରଣ ଓ ପ୍ରତିକାର
ଅଶୁଭ ସମୟ
ରାହୁକାଳ- ଦିବା ୧୧.୩୫ରୁ ୦୧.୦୩
କାଳ ବେଳା- ଦିବା ୦୮.୩୮ରୁ ୧୦.୦୬
ବାର ବେଳା- ଦିବା ୧୧.୩୫ରୁ ୦୧.୦୩
କାଳରାତ୍ରି- ରାତ୍ରି ୦୨.୩୮ରୁ ୦୪.୧୦
ଅଧିକ ପଢ଼ନ୍ତୁ: ଘରେ ଏହିସବୁ ସମସ୍ୟା ଥିଲେ ଉଚ୍ଚ ରକ୍ତଚାପ ରୋଗ ହୋଇଥାଏ; ଜାଣନ୍ତୁ ପ୍ରତିକାର
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)