• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୪ ତାରିଖ ମଙ୍ଗଳବାର। ଚନ୍ଦ୍ର- ମେଷ ରାତ୍ରି ୦୪.୧୩ ଗତେ ବୃଷ। ତିଥି-ତ୍ରୟୋଦଶୀ ରାତ୍ରି ୧୦.୦୧ ଗତେ ଚତୁର୍ଦ୍ଦଶୀ। ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୪.୧୩ ଗେତ ବିଛା ରାଶିର। ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି- ଭୂମିଦାନ ରାତ୍ରି ୧୦.୩୫ ଗେତ ୦୨ ପାଦ କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ।

ଶୁଭ ସମୟ

ପ୍ରାତଃ - ୦୫.୧୦ ରୁ ୦୬.୪୯

ଦିବା- ୦୯.୩୩ ରୁ ୧୨.୧୧

ସନ୍ଧ୍ୟା- ୦୬.୧୯ ରୁ ୦୭.୦୨

ରାତ୍ରି- ୦୯.୦୨ ରୁ ୦୯.୫୬

ରାତ୍ରି-୧୨.୦୬ ରୁ ୦୨.୧୭

ଅଶୁଭ ସମୟ

ରାହୁକାଳ- ପ୍ରାତଃ - ୦୩.୦୨ ରୁ ୦୪.୪୦

କାଳବେଳା- ଦିବା- ୦୧.୨୩ ରୁ ୦୩.୦୨

ବାରବେଳା- ପ୍ରାତଃ - ୦୬.୪୯ ରୁ ୦୮.୨୭

କାଳରାତ୍ରି- ରାତ୍ରି- ୦୭.୪୦ ରୁ ୦୯.୦୨

OTV is now on Whatsapp

Join and get latest news update delivered to you via whatsapp

Join Now