Panchang Today 3rd September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି- ଅମାବାସ୍ୟା ପ୍ରାତଃ ୦୭.୨୫ ଗତେ ପ୍ରତିପଦ। ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ମକର ରାଶିର।

panchanga

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ମଙ୍ଗଳବାର। ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି- ଅମାବାସ୍ୟା ପ୍ରାତଃ ୦୭.୨୫ ଗତେ ପ୍ରତିପଦ। ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ମକର ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୩.୧୦ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ
ଦିବା - ୦୮.୪୦ ରୁ ୧୦.୩୧
ଦିବା- ୧୨.୫୯ ରୁ ୦୧.୧୮
ଦିବା- ୦୪.୨୩ ରୁ ୦୫.୦୬
ସନ୍ଧ୍ୟା- ୦୫.୫୬ ରୁ ୦୬.୪୨
ରାତ୍ରି- ୦୯.୦୨ ରୁ ୧୧.୨୨
ରାତ୍ରି- ୦୧.୪୨ ରୁ ୦୩.୧୫

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଅଶୁଭ ସମୟ
ରାହୁକାଳ- ଦିବା ୦୨.୫୧ ରୁ ୦୪.୨୩
କାଳବେଳା- ଦିବା ୦୧.୧୮ ରୁ ୦୨.୫୧
ବାରବେଳା- ପ୍ରାତଃ ୦୭.୦୭ ରୁ ୦୮.୪୦
କାଳରାତ୍ରି- ସନ୍ଧ୍ୟା ୦୭.୨୩ ରୁ ୦୮.୫୧