Panchang Today 3rd October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ ଗୃହ ଶାନ୍ତି ପୂଜା

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ଗୁରୁବାର । ଚନ୍ଦ୍ର- କନ୍ୟା ନିଶାନ୍ତ ୦୫.୦୫ ଗତେ ତୁଳା,ତିଥି- ପ୍ରତିପଦ ରାତ୍ରି ୦୨.୫୮ ଗତେ ୨ୟା ,ଘାତଚନ୍ଦ୍ର- ବୃଷ ରାଶିର ନିଶାନ୍ତ ୦୫.୦୫ ପର୍ଯ୍ୟନ୍ତ ,ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ରାତ୍ରି ୦୨.୫୮ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ

ଶୁଭସମୟ:

ପ୍ରାତଃ- ୦୫.୪୧ ରୁ ୦୭.୧୫

ସନ୍ଧ୍ୟା- ୦୬.୧୮ ରୁ ୦୯.୩୩

ରାତ୍ରି- ୦୧.୦୭ ରୁ ୦୩.୧୫

ରାତ୍ରି- ୦୪.୦୪ ରୁ ୦୫.୪୧

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଅଶୁଭସମୟ:

ରାହୁକାଳ- ଦିବା ୦୧.୦୩ ରୁ ୦୨.୩୨

କାଳବେଳା- ଦିବା ୦୨.୩୨ ରୁ ୦୪.୦୦

ବାରବେଳା- ଦିବା ୦୪.୦୦ ରୁ ୦୫.୨୯

କାଳରାତ୍ରି- ରାତ୍ରି ୧୧.୩୫ ରୁ ୦୧.୦୭