ଅଦ୍ୟତନ ହୋଇଛି
Panchang Today
Advertisment
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ବୁଧବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୯ମୀ ସନ୍ଧ୍ୟା ୦୬.୨୯ ଗତେ ୧୦ମୀ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ରାତ୍ରି ୦୯.୪୬ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ
ପ୍ରାତଃ- ୦୫.୪୨ ରୁ ୦୭.୨୦
ଦିବା-୧୦.୧୮ ରୁ ୧୧.୨୫
ଦିବା-୦୧.୫୨ ରୁ ୦୫.୦୮
ସନ୍ଧ୍ୟା-୦୬.୪୪ ରୁ ୧୦.୩୯
ରାତ୍ରି-୦୧.୪୬ ରୁ ୦୨.୪୫
ରାତ୍ରି-୦୪.୧୩ ରୁ ୦୫.୪୧
ଅଧିକ ପଢ଼ନ୍ତୁ: ନୂଆ ଘରଟିଏ କରୁଛନ୍ତି କି, ଜାଣନ୍ତୁ ଏହାର ଶୟନ କକ୍ଷ କିପରି ଓ କେଉଁଠି ହେବା ଉଚିତ...
Advertisment
ଅଶୁଭ ସମୟ
ରାହୁକାଳ - ଦିବା ୧୧.୪୯ ରୁ ୦୧.୨୧
କାଳବେଳା- ଦିବା ୦୮.୪୬ ରୁ ୧୦.୧୮
ବାରବେଳା- ଦିବା ୧୧.୪୯ ରୁ ୦୧.୨୧
କାଳରାତ୍ରି- ରାତ୍ରି ୦୨.୪୫ ରୁ ୦୪.୧୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710813005.jpg)