• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୩୧ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ରାତ୍ରି ୧୧.୦୯ ଗତେ ମୀନ,ତିଥି- ୮ମୀ ଦିବା ୦୯.୩୮ ଗତେ ୯ମୀ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ରାତ୍ରି ୧୧.୦୯ ଗତେ ଧନୁ ରାଶିର,ଘାତବାର- ବିଛା, ଧନୁ ଓ ମୀନ ରାଶିରପୁଷ୍କର ଦୋଷ- ପ୍ରାତଃ ୦୬.୧୩ ଗତେ ୧ ପଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୪.୪୮ ପର୍ଯ୍ୟନ୍ତ ।

ଶୁଭ ସମୟ:

ପ୍ରାତଃ-୦୬.୦୩ ରୁ ୦୬.୫୫

ଦିବା- ୧୨.୧୦ ରୁ ୦୨.୪୮

ସନ୍ଧ୍ୟା-୦୬.୧୭ ରୁ ୦୮.୨୮

ରାତ୍ରି-୧୨.୪୯ ରୁ ୦୩.୦୦

ରାତ୍ରି- ୦୩.୪୩ ରୁ ୦୫.୧୦

ଅଧିକ ପଢ଼ନ୍ତୁ: Vastu Tips: ଘରର ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରିଛନ୍ତି କି… ହେବ ଏହିସବୁ ସମସ୍ୟା

ଅଶୁଭ ସମୟ:

ରାହୁକାଳ- ଦିବା ୧୦.୦୬ ରୁ ୧୧.୪୪

କାଳବେଳା- ଦିବା ୧୦.୦୬ ରୁ ୧୧.୪୪

ବାରବେଳା- ଦିବା ୦୮.୨୭ ରୁ ୧୦.୦୬

କାଳରାତ୍ରି- ରାତ୍ରି ୦୯.୦୧ ରୁ ୧୦.୨୨

Rephrase with Ginger (Ctrl+Alt+E)

OTV is now on Whatsapp

Join and get latest news update delivered to you via whatsapp

Join Now