Advertisment

Panchang Today 31st January 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୩୧ ତାରିଖ ବୁଧବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୫ମୀ ଦିବା ୧୧.୩୬ ଗତେ ୬ଷ୍ଠୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର।

ଅଦ୍ୟତନ ହୋଇଛି
Panchang Today 31st January 2024

Panchang Today

Advertisment

ସୈାର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୩୧ ତାରିଖ ବୁଧବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୫ମୀ ଦିବା ୧୧.୩୬ ଗତେ ୬ଷ୍ଠୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ନାସ୍ତି।

Advertisment

ଶୁଭ ସମୟ

ପ୍ରାତଃ- ୦୬.୨୬ ରୁ ୦୭.୫୫

ଦିବା-୧୦.୩୬ ରୁ ୧୧.୩୭

ଦିବା-୦୧.୫୧ ରୁ ୦୪.୪୯

ସନ୍ଧ୍ୟା-୦୬.୨୫ ରୁ ୧୦.୪୨

ରାତ୍ରି-୦୨.୦୮ ରୁ ୦୩.୧୨

ନିଶାନ୍ତ-୦୪.୪୯ ରୁ ୦୬.୨୫

ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଅଶୁଭ ସମୟ

ରାହୁକାଳ- ଦିବା ୧୨.୦୦ ରୁ ୦୧.୨୩

କାଳବେଳା-ଦିବା ୦୯.୧୩ ରୁ ୧୦.୩୬

ବାରବେଳା- ଦିବା ୧୨.୦୦ ରୁ ୦୧.୨୩

କାଳରାତ୍ରି- ରାତ୍ରି ୦୩.୧୨ ରୁ ୦୪.୪୯

Astrology Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ