Panchang Today 30th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର,ଚନ୍ଦ୍ର- ସିଂହ ଅହୋରାତ୍ର ,ତିଥି- ୧୩ଶୀ ସନ୍ଧ୍ୟା ୦୭.୦୬ ଗତେ ୧୪ଶୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ନାସ୍ତି

ଶୁଭସମୟ:

ପ୍ରାତଃ- ୦୫.୪୦ ରୁ ୦୭.୦୯

ଦିବା- ୦୮.୫୦ ରୁ ୧୧.୧୨

ରାତ୍ରି- ୦୭.୫୭ ରୁ ୧୦.୦୫

ରାତ୍ରି- ୦୨.୨୬ ରୁ ୦୩.୧୫

ଅଶୁଭସମୟ:

ରାହୁକାଳ- ପ୍ରାତଃ ୦୭.୦୯ ରୁ ୦୮.୩୮

କାଳବେଳା- ପ୍ରାତଃ ୦୭.୦୯ ରୁ ୦୮.୩୮

ବାରବେଳା- ଦିବା ୦୨.୩୪ ରୁ ୦୪.୦୩

କାଳରାତ୍ରି- ରାତ୍ରି ୧୦.୦୫ ରୁ ୧୧.୩୬