• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର - ମୀନ ରାତ୍ରି ୦୯.୦୯ ଗତେ ମେଷ । 

ତିଥି- ପ୍ରତିପଦ ଦିବା ୧୨.୨୧ ଗତେ ୨ୟା 
ଘାତ ଚନ୍ଦ୍ର -ଧନୁ ରାଶିର , ରାତ୍ରି ୦୯.୦୯ ଗତେ ମେଷ ରାଶି
ଘାତ ବାର- ବୃଷ, ସିଂହ ଓ କନ୍ୟା

ପୁଷ୍କର ଦୋଷ- ୧ ପାଦ- କୃଷିହାନି-ଭୂମିଦାନ ଦିବା ୧୨.୨୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ 

ଶୁଭ ସମୟ

ପ୍ରାତଃ- ୦୭.୧୫ ରୁ ୦୮.୩୮
ଦିବା- ୧୨.୦୦ ରୁ ୦୧.୦୫
ଦିବା- ୦୨.୩୪ ରୁ ୦୩.୧୦
ଦିବା- ୦୩.୫୭ ରୁ ୦୪.୦୩ 
ରାତ୍ରି- ୦୨.୨୬ ରୁ  ୦୩.୧୫

ଅଶୁଭ ସମୟ

ରାହୁକାଳ - ଦିବା ୦୮.୩୮ ରୁ ୧୦.୦୭
କାଳ ବେଳା- ପ୍ରାତଃ ୦୫.୪୦ ରୁ ୦୭.୦୯ ଓ ଦିବା ୦୪.୦୩ ରୁ ୦୫.୩୨
ବାର ବେଳା- ଦିବା ୦୧.୦୫ ରୁ ୦୨.୩୪
କାଳରାତ୍ରି –ସନ୍ଧ୍ୟା ୦୫.୩୨ ରୁ ୦୭.୦୩ ଓ ରାତ୍ରି ୦୪.୦୯ ରୁ ୦୫.୪୦

OTV is now on Whatsapp

Join and get latest news update delivered to you via whatsapp

Join Now