Panchang Today 30th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang Today

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ମଙ୍ଗଳବାର,ଚନ୍ଦ୍ର- ବୃଷ ଅହୋରାତ୍ର,ତିଥି- ୧୦ମୀ ଦିବା ୦୪.୪୫ ଗତେ ୧୧ଶୀ,ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର,ଘାତବାର- ମକର ରାଶିର ,ପୁଷ୍କର ଦୋଷ- ୨ ପାଦ କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୦.୨୩ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ:

ଦିବା – ୦୮.୩୯ ରୁ ୧୦.୩୫

ଦିବା- ୦୧.୧୦ ରୁ ୦୧.୨୯

ଦିବା-୦୪.୪୩ ରୁ ୦୫.୨୮

ସନ୍ଧ୍ୟା-୦୬.୨୦ ରୁ ୦୭.୦୪

ରାତ୍ରି-୦୯.୧୭ ରୁ ୧୧.୩୧

ରାତ୍ରି-୦୧.୪୪ ରୁ ୦୩.୧୨

ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ

ଅଶୁଭ ସମୟ:

ରାହୁକାଳ- ଦିବା ୦୩.୦୬ ରୁ ୦୪.୪୩

କାଳବେଳା- ଦିବା ୦୧.୨୯ ରୁ ୦୩.୦୬

ବାରବେଳା- ପ୍ରାତଃ ୦୭.୦୨ ରୁ ୦୮.୩୯

କାଳରାତ୍ରି- ରାତ୍ରି ୦୭.୪୩ ରୁ ୦୯.୦୬