Panchang Today 2nd September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀରେ ୦୨ ତାରିଖ ସୋମବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

panchang

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ସୋମବାର,ଚନ୍ଦ୍ର- ସିଂହ ଅହୋରାତ୍ର,ତିଥି- ଅମାବାସ୍ୟା ଅହୋରାତ୍ର,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର ,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ନାସ୍ତି

ଶୁଭସମୟ:

ପ୍ରାତଃ- ୦୫.୩୫ ରୁ ୦୭.୦୭

ଦିବା- ୧୦.୩୧ ରୁ ୦୧.୦୦

ଦିବା- ୦୪.୨୪ ରୁ ୦୫.୦୭

ସନ୍ଧ୍ୟା- ୦୬.୪୩ ରୁ ୦୯.୦୩

ରାତ୍ରି- ୧୧.୪୬ ରୁ ୦୨.୨୯

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଅଶୁଭସମୟ:

ରାହୁକାଳ- ପ୍ରାତଃ ୦୭.୦୭ ରୁ ୦୮.୪୦

କାଳବେଳା- ପ୍ରାତଃ ୦୭.୦୭ ରୁ ୦୮.୪୦

ବାରବେଳା-ଦିବା ୦୨.୫୧ ରୁ ୦୪.୨୪

କାଳରାତ୍ରି- ରାତ୍ରି ୧୦.୧୮ ରୁ ୧୧.୪୬