• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୨ ରବିବାର । ଚନ୍ଦ୍ର- ମୀନ ରାତ୍ରି ୦୧.୪୦ ଗତେ ମେଷ । ତିଥି-୧୧ଶୀ ରାତ୍ରି ୦୨.୫୧ ଗତେ ୧୨ଶୀ । ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୦୧.୪୦ ଗତେ ମେଷ ରାଶିର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୨.୪୧ ଗତେ ୨ ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ।

ଶୁଭ ସମୟ

ପ୍ରାତଃ- ୦୬.୫୫ ରୁ ୦୯.୩୩
ଦିବା- ୦୧.୨୩ ରୁ ୦୨.୪୮
ଦିବା- ୦୪.୩୩ ରୁ ୦୪.୪୦
ସନ୍ଧ୍ୟା- ୦୬.୧୮ ରୁ  ୦୭.୪୫
ରାତ୍ରି- ୧୦.୩୯ ରୁ ୧୨.୪୯

ଅଶୁଭ ସମୟ

ରାହୁକାଳ- ଦିବା- ୦୪.୪୦ ରୁ ୦୬.୧୮
କାଳବେଳା- ଦିବା- ୧୧.୪୪ ରୁ ୦୧.୨୩
ବାରବେଳା- ଦିବା- ୧୦.୦୬ ରୁ ୧୧.୪୪
କାଳରାତ୍ରି- ରାତ୍ରି- ୦୧.୦୬ ରୁ ୦୨.୨୭

OTV is now on Whatsapp

Join and get latest news update delivered to you via whatsapp

Join Now