Panchang Today 2nd February 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୨ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୭ମୀ ଦିବା ୦୪.୦୨ ଗତେ ୮ମୀ। ଘାତଚନ୍ଦ୍ର- ନାସ୍ତି।

Panchang

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୨ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୭ମୀ ଦିବା ୦୪.୦୨ ଗତେ ୮ମୀ। ଘାତଚନ୍ଦ୍ର- ନାସ୍ତି।ଘାତବାର- ବିଛା,ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୦୪.୦୨ ପର୍ଯ୍ୟନ୍ତ, ନିଶାନ୍ତ ୦୫.୫୬ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

ଶୁଭ ସମୟ

ପ୍ରାତଃ- ୦୬.୨୫ ରୁ ୦୭.୧୦

ପ୍ରାତଃ-୦୭.୫୪ ରୁ ୦୯.୧୨

ଦିବା-୧୨.୨୨ ରୁ ୦୨.୩୬

ଦିବା-୦୪.୦୫ ରୁ ୦୫.୩୫

ସନ୍ଧ୍ୟା-୦୭.୧୭ ରୁ ୦୮.୪୭

ରାତ୍ରି-୦୨.୦୮ ରୁ ୦୪.୪୨

ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଅଶୁଭ ସମୟ

ରାହୁକାଳ- ଦିବା ୧୦.୩୬ ରୁ ୧୨.୦୦

କାଳବେଳା- ଦିବା ୧୦.୩୬ ରୁ ୧୨.୦୦

ବାରବେଳା- ଦିବା ୦୯.୧୨ ରୁ ୧୦.୩୬

କାଳରାତ୍ରି- ରାତ୍ରି ୦୮.୪୭ ରୁ ୧୦.୨୩