/odishatv-khabar/media/post_attachments/uploadimage/library/16_9/16_9_0/Panchang_1728614674.jpg)
Panchang
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର। ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୧୨ଶୀ ଦିବା ୧୦.୩୨ ଗତେ ୧୩ଶୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ମକର ରାଶିର। ପୁଷ୍କର ଦୋଷ- ୩ ପାଦ-କୃଷି , ବଂଶହାନି-ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୦.୩୨ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୩୩ ଗତେ ୧ ପାଦ-କୃଷିହାନି-ଭୂମିଦାନ।
Advertisment
ଶୁଭ ସମୟ-
ପ୍ରାତଃ– ୦୫.୫୦ ରୁ ୦୬.୩୫
ଦିବା– ୦୮.୪୦ ରୁ ୧୧.୦୭
ସନ୍ଧ୍ୟା- ୦୫.୧୦ ରୁ ୦୬.୪୫
ରାତ୍ରି- ୦୮.୨୦ ରୁ ୦୮.୩୩
ରାତ୍ରି- ୦୯.୨୩ ରୁ ୧୧.୫୫
ରାତ୍ରି- ୦୧.୩୭ ରୁ ୦୩.୧୮
ରାତ୍ରି- ୦୪.୦୯ ରୁ ୦୫.୫୦
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୨୦ ରୁ ୦୩.୪୫
କାଳବେଳା- ଦିବା ୧୨.୫୫ ରୁ ୦୨.୨୦
ବାରବେଳା- ପ୍ରାତଃ ୦୭.୧୪ ରୁ ୦୮.୪୦
କାଳରାତ୍ରି-ସନ୍ଧ୍ୟା ୦୬.୪୫ ରୁ ୦୮.୨୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)