Panchang Today 29th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି କ୍ରୟ କରନ୍ତୁ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଦିବା ୦୨.୦୮ ଗତେ ବିଛା,ତିଥ- ୪ର୍ଥୀ ରାତ୍ରୀ ୦୮.୨୧ ଗତେ ୫ମୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ବିଛା,ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୮.୩୫ ପର୍ଯ୍ୟନ୍ତ ।

Panchang Today

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଦିବା ୦୨.୦୮ ଗତେ ବିଛା,ତିଥ- ୪ର୍ଥୀ ରାତ୍ରୀ ୦୮.୨୧ ଗତେ ୫ମୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ବିଛା,ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୮.୩୫ ପର୍ଯ୍ୟନ୍ତ 

ଶୁଭ ସମୟ:

ପ୍ରାତଃ-୦୫.୪୬ ରୁ ୦୬.୩୫

ପ୍ରାତଃ-୦୭.୨୩ ରୁ ୦୮.୪୮

ଦିବା-୧୨.୧୫ ରୁ ୦୨.୪୧

ଦିବା- ୦୪.୧୯ ରୁ ୦୫.୫୬

ରାତ୍ରି-୦୭.୩୧ ରୁ ୦୮.୫୩

ରାତ୍ରୀ- ୦୧.୪୯ ରୁ ୦୪.୧୦

ପଢନ୍ତୁ ଏହି ଖବର: ନୂଆ ଘରଟିଏ କରୁଛନ୍ତି କି, ଜାଣନ୍ତୁ ଏହାର ଶୟନ କକ୍ଷ କିପରି ଓ କେଉଁଠି ହେବା ଉଚିତ

ଅଶୁଭ ସମୟ:

ରାହୁକାଳ - ଦିବା ୧୦.୨୦ ରୁ ୧୧.୫୧

କାଳବେଳା- ଦିବା ୧୦.୨୦ ରୁ ୧୧.୫୧

ବାରବେଳା- ଦିବା ୦୮.୪୮ ରୁ ୧୦.୨୦

କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୨