• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶନିବାର,ଚନ୍ଦ୍ର- ମୀନ ଦିବା ୦୧.୦୦ ଗତେ ମେଷ,ତିଥି- ୭ମୀ ରାତ୍ରି ୦୯.୧୯ ଗତେ ୮ମୀ,ଘାତଚନ୍ଦ୍ର- ଧନୁ ରାଶିର , ଦିବା ୦୧.୦୦ ଗତେ ମେଷ ରାଶିରଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ,ପୁଷ୍କର ଦୋଷ-୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୯.୧୯ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ:

ଦିବା -୧୦.୧୫ ରୁ ୦୧.୧୦

ରାତ୍ରି- ୦୮.୩୪ ରୁ ୧୦.୪୬

ରାତ୍ରି-୧୨.୧୫ ରୁ ୦୧.୪୩

ରାତ୍ରି-୦୨.୨୮ ରୁ ୦୩.୫୬

ଅଶୁଭ ସମୟ:

ରାହୁକାଳ- ଦିବା ୦୮.୩୮ ରୁ ୧୦.୧୫

କାଳବେଳା- ପ୍ରାତଃ ୦୫.୨୪ ରୁ ୦୭.୦୧ ଓ ଦିବା ୦୪.୪୪ ରୁ ୦୬.୨୧

ବାରବେଳା- ଦିବା ୦୧.୩୦ ରୁ ୦୩.୦୭

କାଳରାତ୍ରି- ସନ୍ଧ୍ୟା ୦୬.୨୧ ରୁ ୦୭.୪୪ ଓ ରାତ୍ରି ୦୪.୦୧ ରୁ ୦୫.୨୪

OTV is now on Whatsapp

Join and get latest news update delivered to you via whatsapp

Join Now