/odishatv-khabar/media/post_attachments/uploadimage/library/16_9/16_9_0/Panchang_1706149480.jpg)
Panchang
ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୭ ତାରିଖ ଶନିବାର ଚନ୍ଦ୍ର- କର୍କଟ ଦିବା ୦୧.୦୧ ଗତେ ସିଂହ। ତିଥି- ୨ୟା ରାତ୍ରି ୦୩.୩୭ ଗତେ ୩ୟା। ଘାତଚନ୍ଦ୍ର- ଦିବା ୦୧.୦୧ ଗତେ କର୍କଟ ଓ ମକର ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୩.୩୭ ଗତେ ୧ ପାଦ-କୃଷିହାନି-ଭୂମିଦାନ।
Advertisment
ଶୁଭ ସମୟ
ଦିବା-୧୦.୩୬ ରୁ ୦୧.୦୫
ରାତ୍ରି-୦୮.୦୬ ରୁ ୧୦.୪୧
ରାତ୍ରି- ୧୨.୨୫ ରୁ ୦୨.୦୮
ରାତ୍ରି-୦୩.୦୦ ରୁ ୦୪.୪୩
ଅଶୁଭ ସମୟ
ରାହୁକାଳ- ଦିବା ୦୯.୧୩ ରୁ ୧୦.୩୬
କାଳବେଳା- ପ୍ରାତଃ ୦୬.୨୭ ରୁ ୦୭.୫୦ ଓ ଦିବା ୦୪.୦୮ ରୁ ୦୫.୩୧
ବାରବେଳା- ଦିବା ୦୧.୨୨ ରୁ ୦୨.୪୫
କାଳରାତ୍ରି- ସନ୍ଧ୍ୟା ୦୫.୩୧ ରୁ ୦୭.୦୮ ଓ ନିଶାନ୍ତ ୦୪.୪୯ ରୁ ୦୬.୨୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)