• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀ ୨୭ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୩ୟା ରାତ୍ରି ୦୧.୫୩ ଗତେ ୪ର୍ଥୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ

ଦିବା-୦୯.୦୫ରୁ ୧୦.୫୦

ଦିବା- ୦୧.୦୯ରୁ ୦୧.୨୬

ଦିବା- ୦୪.୨୦ରୁ ୦୫.୦୦

ସନ୍ଧ୍ୟା- ୦୫.୪୭ରୁ ୦୬.୩୬

ରାତ୍ରି- ୦୯.୦୫ରୁ ୧୧.୩୪

ରାତ୍ରି- ୦୨.୦୩ରୁ ୦୩.୪୨

ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଅଶୁଭ ସମୟ

ରାହୁକାଳ- ଦିବା ୦୨.୫୩ରୁ ୦୪.୨୦

କାଳବେଳା- ଦିବା ୦୧.୨୬ରୁ ୦୨.୫୩

ବାରବେଳା- ପ୍ରାତଃ ୦୭.୩୮ରୁ ୦୯.୦୫

କାଳରାତ୍ରି- ସନ୍ଧ୍ୟା ୦୭.୨୦ରୁ ୦୮.୫୩