Panchang Today 26th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରୁ ଶୁଭ ଅନୁକୂଳ କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର ।ଚନ୍ଦ୍ର- ମିଥୁନ ସନ୍ଧ୍ୟା ୦୫.୧୨ ଗତେ କର୍କଟ,ତିଥି- ୯ମୀ ଦିବା ୧୨.୨୫ ଗତେ ୧୦ମୀ,ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୫.୧୨ ପର୍ଯ୍ୟନ୍ତ ,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୧.୩୪ ପର୍ଯ୍ୟନ୍ତ

ଶୁଭସମୟ:

ପ୍ରାତଃ- ୦୫.୩୯ ରୁ ୦୭.୧୫

ସନ୍ଧ୍ୟା- ୦୬.୨୩ ରୁ ୦୯.୩୭

ରାତ୍ରି- ୦୧.୦୮ ରୁ ୦୩.୧୫

ରାତ୍ରି- ୦୪.୦୩ ରୁ ୦୫.୪୦

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଅଶୁଭସମୟ:

ରାହୁକାଳ- ଦିବା ୦୧.୦୭ ରୁ ୦୨.୩୬

କାଳବେଳା- ଦିବା ୦୨.୩୬ ରୁ ୦୪.୦୬

ବାରବେଳା- ଦିବା ୦୪.୦୬ ରୁ ୦୫.୩୫

କାଳରାତ୍ରି- ରାତ୍ରି ୧୧.୩୭ ରୁ ୦୧.୦୮