/odishatv-khabar/media/post_attachments/uploadimage/library/16_9/16_9_0/Panchang__1715827289.jpg)
Panchang
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୬ ତାରିଖ ରବିବାର । ଚନ୍ଦ୍ର-ଧନୁ ଅହୋରାତ୍ର । ତିଥି-୩ୟା ସନ୍ଧ୍ୟା ୦୬.୦୬ ଗତେ ୪ର୍ଥୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭ ସମୟ
ପ୍ରାତଃ- ୦୬.୫୬ ରୁ ୦୯.୩୩
ଦିବା- ୦୧.୨୧ ରୁ ୦୨.୪୬
ଦିବା- ୦୪.୩୧ ରୁ ୦୪.୩୭
ସନ୍ଧ୍ୟା- ୦୬.୧୫ ରୁ ୦୭.୪୩
ରାତ୍ରି- ୧୦.୩୮ ରୁ ୧୨.୪୯
ଅଶୁଭ ସମୟ
ରାହୁକାଳ- ଦିବା ୦୪.୩୭ ରୁ ୦୬.୧୫
କାଳବେଳା- ଦିବା ୧୧.୪୩ ରୁ ୦୧.୨୧
ବାରବେଳା- ଦିବା ୧୦.୦୫ ରୁ ୧୧.୪୩
କାଳରାତ୍ରି- ରାତ୍ରି ୦୧.୦୫ ରୁ ୦୨.୨୭
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)