/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708912011.jpg)
Panchang Today
ସୌର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର- ସିଂହ ଦିବା ୦୮.୧୦ ଗତେ କନ୍ୟା । ତିଥି- ୨ୟା ରାତ୍ରି ୧୧.୧୬ ଗତେ ୩ୟା । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଦିବା ୦୮.୧୦ ଗତେ ବୃଷ ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶ ହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୧୬ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୪.୩୦ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ
ପ୍ରାତଃ-୦୬.୧୨ରୁ ୦୭.୩୯
ଦିବା-୧୦.୫୦ରୁ ୦୧.୦୯
ଦିବା-୦୪.୨୦ରୁ ୦୫.୦୦
ସନ୍ଧ୍ୟା-୦୬.୩୬ରୁ ୦୯.୦୫
ରାତ୍ରି- ୧୧.୫୯ରୁ ୦୨.୫୩
ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ
ଅଶୁଭ ସମୟ
ରାହୁକାଳ - ପ୍ରାତଃ ୦୭.୩୯ରୁ ୦୯.୦୬
କାଳବେଳା- ପ୍ରାତଃ ୦୭.୩୯ରୁ ୦୯.୦୬
ବାରବେଳା- ଦିବା ୦୨.୫୩ରୁ ୦୪.୨୦
କାଳରାତ୍ରି- ରାତ୍ରି ୧୦.୨୬ରୁ ୧୧.୫୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)