Panchang Today 25th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର ,ତିଥି- ୮ମୀ ଦିବା ୧୨.୧୧ ଗତେ ୯ମୀ,ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ରାତ୍ରି ୧୦.୨୪ ଗତେ ୧ ପାଦ-କୁଟୁମ୍ବହାନି ତିଳକାଞ୍ଚନ ଦାନ

ଶୁଭସମୟ-

ପ୍ରାତଃ- ୦୫.୩୯ ରୁ ୦୮.୦୩

ଦିବା- ୧୦.୨୬ ରୁ ୧୧.୩୮

ଦିବା- ୦୧.୩୭ ରୁ ୦୪.୦୦

ସନ୍ଧ୍ୟା- ୦୬.୨୪ ରୁ ୦୭.୧୨

ରାତ୍ରି- ୦୮.୪୯ ରୁ ୦୨.୩୯

ରାତ୍ରି- ୦୪.୦୯ ରୁ ୦୫.୩୯

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଅଶୁଭସମୟ-

ରାହୁକାଳ- ଦିବା ୧୧.୩୯ ରୁ ୦୧.୦୭

କାଳବେଳା- ଦିବା ୦୮.୩୮ ରୁ ୧୦.୦୮

ବାରବେଳା- ଦିବା ୧୧.୩୮ ରୁ ୦୧.୦୭

କାଳରାତ୍ରି- ରାତ୍ରି ୦୨.୩୯ ରୁ ୦୪.୦୯