• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୈାର  ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୫  ତାରିଖ, ବୁଧବାର ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି – ୧୧ଶୀ ଦିବା ୧୨.୩୨ ଗତେ ୧୨ଶୀ ଘାତ ଚନ୍ଦ୍ର-  ମିଥୁନ ଓ ମୀନ ରାଶିର ଅହୋରାତ୍ରଘାତ ବାର –  କର୍କଟ ରାଶିର ପୁଷ୍କର ଦୋଷ – ଦିବା ୧୨.୩୨ ଗତେ ୧ ପାଦ - ପଶୁସମ୍ପଦ ନାଶ – ଅନ୍ନ ଦାନ ଦିବା ୦୧.୨୯ ଗତେ ୨ ପାଦ - ପଶୁ ଓ ବଂଶ ହାନି - ଅନ୍ନ ଓ ତିଳକାଞ୍ଚନ ଦାନ

ଶୁଭ ସମୟ 

ପ୍ରାତଃ – ୦୫.୪୮ ରୁ ୦୮.୦୫
ଦିବା – ୧୦.୨୨ ରୁ ୧୧.୩୦

ଦିବା – ୦୧.୨୪ ରୁ ୦୩.୪୧
ସନ୍ଧ୍ୟା – ୦୬.୦୩ ରୁ ୦୬.୫୩
ରାତ୍ରି – ୦୮.୩୪ ରୁ ୦୨.୩୯
ରାତ୍ରି – ୦୪.୧୪ ରୁ ୦୫.୪୮

ଅଶୁଭ ସମୟ

ଋାହୁକାଳ – ଦିବା ୧୧.୩୦ ରୁ ୧୨.୫୬
କାଳବେଳା – ଦିବା ୦୮.୩୯ ରୁ ୧୦.୦୫
ବାରବେଳା –ଦିବା ୧୧.୩୦ ରୁ ୧୨.୫୬
କାଳରାତ୍ରି – ରାତ୍ରି ୦୨.୩୯ ରୁ ୦୪.୧୪