Panchang Today 25th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଜମି କ୍ରୟ କରନ୍ତୁ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୫ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ଅହୋରାତ୍ର,ତିôଥ- ପୂର୍ଣ୍ଣିମା ଦିବା ୧୨.୩୦ ଗତେ ପ୍ରତିପଦ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୦.୩୭ ପର୍ଯ୍ୟନ୍ତ

ଶୁଭ ସମୟ:

ପ୍ରାତଃ- ୦୫.୪୯ ରୁ ୦୭.୨୦

ଦିବା-୧୦.୪୦ ରୁ ୦୧.୦୫

ଦିବା- ୦୪.୨୪ ରୁ ୦୫.୦୭

ସନ୍ଧ୍ୟା- ୦୬.୪୩ ରୁ ୦୯.୦୫

ରାତ୍ରି- ୧୧.୫୨ ରୁ ୦୨.୩୮

ଅଧିକ ପଢ଼ନ୍ତୁ: ନୂଆ ଘରଟିଏ କରୁଛନ୍ତି କି... ଜାଣନ୍ତୁ ଏହାର ଶୟନ କକ୍ଷ କିପରି ଓ କେଉଁଠି ହେବା ଉଚିତ...

ଅଶୁଭ ସମୟ:

ରାହୁକାଳ - ପ୍ରାତଃ ୦୭.୨୦ ରୁ ୦୮.୫୧

କାଳବେଳା- ପ୍ରାତଃ ୦୭.୨୦ ରୁ ୦୮.୫୧

ବାରବେଳା- ଦିବା ୦୨.୫୪ ରୁ ୦୪.୨୪

କାଳରାତ୍ରି- ରାତ୍ରି ୧୦.୨୩ ରୁ ୧୧.୫୨