ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ରାତ୍ରି ୦୧.୪୯ ଗତେ କୁମ୍ଭ । ତିଥି- ୪ର୍ଥୀ ରାତ୍ରି ୧୧.୧୧ ଗତେ ୫ମୀ । ଘାତଚନ୍ଦ୍ର- ସିଂହ ରାଶିର , ରାତ୍ରି -୧.୪୯ ଗତେ ମିଥୁନ ଓ ମୀନ ରାଶିର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ଶୁଭସମୟ-
Also Read
ପ୍ରାତଃ -୦୫.୧୩ ରୁ ୦୬.୫୨
ଦିବା -୦୪.୪୬ ରୁ ୦୫.୩୨
ସନ୍ଧ୍ୟା -୦୬.୨୫ ରୁ ୦୭.୦୮
ରାତ୍ରି -୦୯.୦୭ ରୁ ୧୦.୦୧
ରାତ୍ରି -୧୨.୧୧ ରୁ ୦୨.୨୦
ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ
ଅଶୁଭସମୟ-
ରାହୁକାଳ- ଦିବା-୦୩.୦୭ ରୁ ୦୪.୪୬
କାଳବେଳା- ଦିବା-୦୧.୨୮ ରୁ ୦୩.୦୭
ବାରବେଳା- ପ୍ରାତଃ-୦୬.୫୨ ରୁ ୦୮.୩୧
କାଳରାତ୍ରି- ରାତ୍ରି-୦୭.୪୬ ରୁ ୦୯.୦୭