• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀରେ ୨୫ ତାରିଖ ରବିବାର। ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି- ପ୍ରତିପଦ। ରାତ୍ରି ୦୮.୩୬ ଗତେ ୨ୟା।ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ। ରାତ୍ରି ୦୮.୩୬ ଗତେ ୦୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ। ରାତ୍ରି ୦୧.୨୪ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ

ଶୁଭ ସମୟ

ପ୍ରାତଃ-୦୬.୧୩ ରୁ ୧୦.୦୪

ଦିବା-୦୧.୨୬ ରୁ ୦୧.୫୫

ସନ୍ଧ୍ୟା-୦୬.୩୬ ରୁ ୦୯.୦୫

ରାତ୍ରି- ୧୨.୨୪ ରୁ ୦୧.୩୨

ରାତ୍ରି- ୦୩.୦୬ ରୁ ୦୩.୪୩

ଅଶୁଭ ସମୟ

ରାହୁକାଳ - ଦିବା ୦୪.୧୯ ରୁ ୦୫.୪୬

କାଳବେଳା- ଦିବା ୧୧.୫୯ ରୁ ୦୧.୨୬

ବାରବେଳା- ଦିବା ୧୦.୩୩ ରୁ ୧୧.୫୯

କାଳରାତ୍ରି- ରାତ୍ରି ୦୧.୩୨ ରୁ ୦୩.୦୬