Panchang Today 24th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି କ୍ରୟ କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର ।ଚନ୍ଦ୍ର- ବୃଷ ଦିବା ୦୯.୫୬ ଗତେ ମିଥୁନ ,ତିଥି- ୭ମୀ ଦିବା ୧୨.୩୯ ଗତେ ୮ମୀ,ଘାତଚନ୍ଦ୍ର- ବିଛା ରାଶିର , ଦିବା ୦୯.୫୬ ଗତେ କନ୍ୟା ରାଶିର,ଘାତବାର- ମକର ରାଶିର ,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ଅନ୍ନଦାନ ଦିବା ୧୨.୩୯ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭସମୟ-

ପ୍ରାତଃ- ୦୫.୩୯ ରୁ ୦୬.୨୭

ଦିବା- ୦୮.୩୮ ରୁ ୧୧.୧୪

ସନ୍ଧ୍ୟା- ୦୫.୩୭ ରୁ ୦୭.୦୭

ରାତ୍ରି- ୦୮.୩୭ ରୁ ୦୮.୫୦

ରାତ୍ରି- ୦୯.୩୮ ରୁ ୧୨.୦୨

ରାତ୍ରି- ୦୧.୩୮ ରୁ ୦୩.୧୫

ରାତ୍ରି- ୦୪.୦୩ ରୁ ୦୫.୩୯

ଅଶୁଭସମୟ-

ରାହୁକାଳ- ଦିବା ୦୨.୩୭ ରୁ ୦୪.୦୭

କାଳବେଳା- ଦିବା ୦୧.୦୮ ରୁ ୦୨.୩୭

ବାରବେଳା- ପ୍ରାତଃ ୦୭.୦୯ ରୁ ୦୮.୩୮

କାଳରାତ୍ରି- ସନ୍ଧ୍ୟା ୦୭.୦୭ ରୁ ୦୮.୩୭