/odishatv-khabar/media/post_attachments/uploadimage/library/16_9/16_9_0/Panchang_1729739604.jpg)
Panchang
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ଅହୋରାତ୍ର ,ତିଥି- ୮ମୀ ରାତ୍ରି ୦୧.୫୮ ଗତେ ୯ମୀ,ଘାତଚନ୍ଦ୍ର- ନାସ୍ତି, ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ପ୍ରାତଃ ୦୬.୧୫ ପର୍ଯ୍ୟନ୍ତ ।
Advertisment
ଶୁଭସମୟ:
ପ୍ରାତଃ– ୦୫.୪୮ ରୁ ୦୬.୧୯
ସନ୍ଧ୍ୟା- ୦୬.୦୩ ରୁ ୦୯.୨୪
ରାତ୍ରି- ୦୧.୦୫ ରୁ ୦୩.୧୭
ରାତ୍ରି- ୦୪.୦୭ ରୁ ୦୫.୪୮
ଅଶୁଭସମୟ:
ରାହୁକାଳ- ଦିବା ୧୨.୫୬ ରୁ ୦୨.୨୧
କାଳବେଳା- ଦିବା ୦୨.୨୧ ରୁ ୦୩.୪୭
ବାରବେଳା- ଦିବା ୦୩.୪୭ ରୁ ୦୫.୧୩
କାଳରାତ୍ରି- ରାତ୍ରି ୧୧.୩୦ ରୁ ୦୧.୦୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)