Panchang Today 24th June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୌର ମିଥୁନମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୌର ମିଥୁନମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ସୋମବାର। ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୩ୟା ରାତ୍ରି ୦୧.୨୩ ଗତେ ୪ର୍ଥୀ ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୩.୫୩ ପର୍ଯ୍ୟନ୍ତ ।

ଶୁଭସମୟ:

ଦିବା –୦୮.୪୪ ରୁ ୧୦.୨୯

ରାତ୍ରି -୦୯.୧୭ ରୁ ୧୦.୨୮

ରାତ୍ରି -୧୧.୪୯ ରୁ ୧୨.୧୦

ରାତ୍ରି -୦୧.୩୭ ରୁ ୦୩.୦୩ , ୦୩.୪୭ ରୁ ୦୪.୩୦

ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ

ଅଶୁଭସମୟ:

ରାହୁକାଳ- ପ୍ରାତଃ-୦୬.୫୨ ରୁ ୦୮.୩୧

କାଳବେଳା- ପ୍ରାତଃ-୦୬.୫୨ ରୁ ୦୮.୩୧

ବାରବେଳା- ଦିବା-୦୧.୨୭ ରୁ ୦୩.୦୬

କାଳରାତ୍ରି- ରାତ୍ରଞ୍ଜି-୧୦.୨୮ ରୁ ୧୧.୪୯