/odishatv-khabar/media/post_attachments/uploadimage/library/16_9/16_9_0/Panchanga_1703386156.jpg)
Panchanga
ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ରବିବାର
ଚନ୍ଦ୍ର- ବୃଷ ଅହୋରାତ୍ର
ତିଥି- ୧୨ଶୀ ପ୍ରାତଃ ୦୬.୨୪ ଗତେ ୧୩ଶୀ (କ୍ଷୟ) ନିଶାନ୍ତ ୦୫.୫୫ ଗତେ ୧୪ଶୀ
ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର
ଘାତବାର- ମେଷ ରାଶିର
ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ପ୍ରାତଃ ୦୬.୨୪ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୯.୧୯ ଗତେ ୧ ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ
ପ୍ରାତଃ- ୦୭.୦୪ ରୁ ୦୯.୧୪
ଦିବା- ୦୧.୦୭ ରୁ ୦୩.୦୦
ଦିବା- ୦୩.୪୩ ରୁ ୦୩.୪୯
ରାତ୍ରି- ୦୭.୪୮ ରୁ ୦୯.୩୪
ରାତ୍ରି- ୧୨.୧୨ ରୁ ୦୧.୨୫
ରାତ୍ରି- ୦୩.୦୪ ରୁ ୦୬.୨୨
ଅଶୁଭ ସମୟ
ରାହୁକାଳ - ଦିବା ୦୩.୪୯ ରୁ ୦୫.୧୦
କାଳବେଳା- ଦିବା ୧୧.୪୫ ରୁ ୦୧.୦୭
ବାରବେଳା- ଦିବା ୧୦.୨୪ ରୁ ୧୧.୪୫
କାଳରାତ୍ରି- ରାତ୍ରି ୦୧.୨୫ ରୁ ୦୩.୦୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)