• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ବୁଧବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି- ପ୍ରତିପଦ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି 
ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ରାତ୍ରି ୧୨.୪୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ

ଶୁଭ ସମୟ


ପ୍ରାତଃ- ୦୫.୨୫ ରୁ ୦୭.୦୬
ଦିବା-୧୦.୧୦ ରୁ ୧୧.୧୯
ଦିବା-୦୧.୫୧ ରୁ ୦୫.୧୩
ସନ୍ଧ୍ୟା- ୦୬.୪୯ ରୁ ୧୦.୩୬
ରାତ୍ରି- ୦୧.୩୮ ରୁ ୦୨.୩୪
ରାତ୍ରି-୦୩.୫୯ ରୁ ୦୫.୨୫

ଅଧିକ ପଢ଼ନ୍ତୁ: ଆପଣ ନିଜ ଘରେ ଗଛ ଲଗାଇବାକୁ ପସନ୍ଦ କରନ୍ତି କି… ଜାଣନ୍ତୁ କେଉଁ ବୃକ୍ଷ ଦିଏ ଶୁଭ ଫଳ

ଅଶୁଭ ସମୟ


ରାହୁକାଳ - ଦିବା ୧୧.୪୪ ରୁ ୦୧.୧୯
କାଳବେଳା- ଦିବା ୦୮.୩୫ ରୁ ୧୦.୧୦
ବାରବେଳା- ଦିବା ୧୧.୪୪ ରୁ ୦୧.୧୯
କାଳରାତ୍ରି- ରାତ୍ରି ୦୨.୩୪ ରୁ ୦୩.୫୯