ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ଚନ୍ଦ୍ର-ମକର ଦିବା ୦୯.୨୦ ଗତେ କୁମ୍ଭ ,ତିଥି- ୨ୟା ଦିବା ୧୦.୨୩ ଗତେ ୩ୟା,ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୯.୨୦ ଗତେ ମିଥୁନ ଓ ମୀନ ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ-୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାମ ଦିବା ୧୦.୨୩ ଗତେ ୧ ପାଦ-କୃଷିହାନି-ଭୂମିଦାନ
Also Read
ଶୁଭ ସମୟ:
ଦିବା- ୦୮.୩୮ ରୁ ୧୦.୩୫
ଦିବା -୦୧.୧୧ ରୁ ୦୧.୩୦
ଦିବା- ୦୪.୪୫ ରୁ ୦୫.୩୧
ସନ୍ଧ୍ୟା-୦୬.୨୩ ରୁ ୦୭.୦୭
ରାତ୍ରି- ୦୯.୧୯ ରୁ ୧୧.୩୧
ରାତ୍ରି-୦୧.୪୩ ରୁ ୦୩.୧୧
ଅଧିକ ପଢ଼ନ୍ତୁ: Vastu Tips: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?
ଅଶୁଭ ସମୟ:
ରାହୁକାଳ- ଦିବା ୦୩.୦୮ ରୁ ୦୪.୪୫
କାଳବେଳା- ଦିବା ୦୧.୩୦ ରୁ ୦୩.୦୮
ବାରବେଳା- ପ୍ରାତଃ ୦୭.୦୦ ରୁ ୦୮.୩୮
କାଳରାତ୍ରି- ରାତ୍ରି ୦୭.୪୫ ରୁ ୦୯.୦୮