ଅଦ୍ୟତନ ହୋଇଛି
Panchang
Advertisment
ସୌର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଶୁକ୍ରବାର। ଚନ୍ଦ୍ର- କର୍କଟ ସନ୍ଧ୍ୟା ୦୭.୨୫ ଗତେ ସିଂହ। ତିଥି- ୧୪ଶୀ ଦିବା ୦୩.୩୪ ଗତେ ପୂର୍ଣ୍ଣିମା। ଘାତଚନ୍ଦ୍ର- ସନ୍ଧ୍ୟା ୦୭.୨୫ ଗତେ କର୍କଟ ଓ ମକର ରାଶିର। ଘାତବାର- ବିଛା, ଧନୁ ଓ ମୀନ। ପୁଷ୍କର ଦୋଷ- ନାସ୍ତି।
Advertisment
ଶୁଭ ସମୟ
ପ୍ରାତଃ-୦୬.୧୪ ରୁ ୦୭.୦୦
ପ୍ରାତଃ-୦୭.୪୬ ରୁ ୦୯.୦୭
ଦିବା-୧୨.୨୩ ରୁ ୦୨.୪୧
ଦିବା-୦୪.୧୩ ରୁ ୦୫.୪୫
ସନ୍ଧ୍ୟା-୦୭.୨୫ ରୁ ୦୮.୫୨
ରାତ୍ରି- ୦୨.୦୪ ରୁ ୦୪.୩୪
ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ
ଅଶୁଭ ସମୟ
ରାହୁକାଳ - ଦିବା ୧୦.୩୩ ରୁ ୧୨.୦୦
କାଳବେଳା- ଦିବା ୧୦.୩୩ ରୁ ୧୨.୦୦
ବାରବେଳା- ଦିବା ୦୯.୦୭ ରୁ ୧୦.୩୩
କାଳରାତ୍ରି- ରାତ୍ରି ୦୮.୫୨ ରୁ ୧୦.୨୬
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1708566641.jpg)