/odishatv-khabar/media/post_attachments/uploadimage/library/16_9/16_9_0/Panchang_1731293124.jpg)
Panchang
ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ସନ୍ଧ୍ୟା ୦୫.୦୯ ଗତେ ସିଂହ। ତିଥି- ୭ମୀ ସନ୍ଧ୍ୟା ୦୬.୦୮ ଗତେ ୮ମୀ। ଘାତଚନ୍ଦ୍ର- ସନ୍ଧ୍ୟା ୦୫.୦୯ ଗତେ କର୍କଟ ଓ ମକର ରାଶିର। ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ସନ୍ଧ୍ୟା ୦୬.୦୮ ପର୍ଯ୍ୟନ୍ତ।
Advertisment
ଶୁଭ ସମୟ
ପ୍ରାତଃ-୦୬.୦୩ ରୁ ୦୬.୪୭
ପ୍ରାତଃ- ୦୭.୩୧ ରୁ ୦୮.୪୭
ଦିବା- ୧୧.୫୪ ରୁ ୦୨.୫୦
ଦିବା- ୦୩.୩୪ ରୁ ୦୫.୦୨
ସନ୍ଧ୍ୟା- ୦୫.୫୪ ରୁ ୦୮.୧୭
ରାତ୍ରି- ୧୧.୫୯ ରୁ ୦୧.୪୩
ରାତ୍ରି-୦୨.୩୫ ରୁ ୦୪.୧୯
ଅଶୁଭ ସମୟ
ରାହୁକାଳ- ଦିବା ୧୦.୧୦ ରୁ ୧୧.୩୨
କାଳବେଳା- ଦିବା ୧୦.୧୦ ରୁ ୧୧.୩୨
ବାରବେଳା- ଦିବା ୦୮.୪୭ ରୁ ୧୦.୧୦
କାଳରାତ୍ରି- ରାତ୍ରି ୦୮.୧୭ ରୁ ୦୯.୫୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)