• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୈାର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ  ରବିବାର। ଚନ୍ଦ୍ର- ବୃଷ ଅହୋରାତ୍ର। ତିଥି- ୧୧ଶୀ ସନ୍ଧ୍ୟା ୦୭.୨୭ ଗତେ ୧୨ ଶୀ।ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ କୃଷିହାନି-ଭୂମିଦାନ ସନ୍ଧ୍ୟା ୦୭.୨୭ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

ଶୁଭ ସମୟ

ପ୍ରାତଃ- ୦୬.୨୭ ରୁ ୧୦.୦୭
ଦିବା-୦୧.୨୦ ରୁ ୦୧.୪୭
ସନ୍ଧ୍ୟା-୦୬.୧୯ ରୁ ୦୮.୫୫
ରାତ୍ରି- ୧୨.୨୩ ରୁ ୦୧.୩୫
ରାତ୍ରି- ୦୩.୧୨ ରୁ ୦୩.୫୧

ଅଶୁଭ ସମୟ

ରାହୁକାଳ - ଦିବା ୦୪.୦୫ ରୁ ୦୫.୨୭
କାଳବେଳା- ଦିବା ୧୧.୫୭ ରୁ ୦୧.୨୦                                                                                                        
ବାରବେଳା- ଦିବା  ୧୦.୩୫ ରୁ ୧୧.୫୭
କାଳରାତ୍ରି- ରାତ୍ରି ୦୧.୩୫ ରୁ ୦୩.୧୨

OTV is now on Whatsapp

Join and get latest news update delivered to you via whatsapp

Join Now