/odishatv-khabar/media/post_attachments/uploadimage/library/16_9/16_9_0/Panchang_1728441672.jpg)
Panchang
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର। ଚନ୍ଦ୍ର- ବୃଷ ସନ୍ଧ୍ୟା ୦୬.୧୫ ଗତେ ମିଥୁନ। ତିଥି- ୫ମୀ ରାତ୍ରି ୦୨.୨୯ ଗତେ ୬ । ଘାତଚନ୍ଦ୍ର- ବୃଷ ରାଶିର , ସନ୍ଧ୍ୟା ୦୬.୧୫ ଗତେ କନ୍ୟା । ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ-
ପ୍ରାତଃ– ୦୫.୪୭ ରୁ ୦୭.୧୩
ଦିବା- ୦୮.୫୦ ରୁ ୧୧.୦୮
ରାତ୍ରି- ୦୭.୪୫ ରୁ ୦୯.୫୭
ରାତ୍ରି- ୦୨.୨୬ ରୁ ୦୩.୧୬
ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ
Advertisment
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୧୩ ରୁ ୦୮.୩୯
କାଳବେଳା- ପ୍ରାତଃ ୦୭.୧୩ ରୁ ୦୮.୩୯
ବାରବେଳା-ଦିବା ୦୨.୨୩ ରୁ ୦୩.୪୯
କାଳରାତ୍ରି- ରାତ୍ରି ୦୯.୫୭ ରୁ ୧୧.୩୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)