ଅଦ୍ୟତନ ହୋଇଛି
Panchang Today
Advertisment
ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୨ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ଅହୋରାତ୍ର,ତିôଥ- ୧୩ଶୀ ଅହୋରାତ୍ର । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ:
ପ୍ରାତଃ-୦୫.୫୨ ରୁ ୦୬.୪୦
ପ୍ରାତଃ-୦୭.୨୮ ରୁ ୦୮.୫୩
ଦିବା-୧୨.୧୭ ରୁ ୦୨.୪୨
ଦିବା- ୦୪.୧୮ ରୁ ୦୫.୫୪
ରାତ୍ରି- ୦୭.୩୦ ରୁ ୦୮.୫୩
ରାତ୍ରି- ୦୧.୫୨ ରୁ ୦୪.୧୬
ଅଧିକ ପଢ଼ନ୍ତୁ: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ
ଅଶୁଭ ସମୟ:
ରାହୁକାଳ - ଦିବା ୧୦.୨୩ ରୁ ୧୧.୫୩
କାଳବେଳା- ଦିବା ୧୦.୨୩ ରୁ ୧୧.୫୩
ବାରବେଳା- ଦିବା ୦୮.୫୩ ରୁ ୧୦.୨୩
କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711081596.jpg)