Panchang Today 21st March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ରାତ୍ରି ୦୧.୨୭ ଗତେ ସିଂହ,ତିଥ- ୧୨ଶୀ ନିଶାନ୍ତ ୦୪.୪୪ ଗତେ ୧୩ଶୀ । ଘାତଚନ୍ଦ୍ର- ରାତ୍ରି ୦୧.୨୭ ଗତେ କର୍କଟ ଓ ମକର ରାଶିର ତୁଳା ଓ କୁମ୍ଭ ରାଶିର ଘାତବାର- କର୍କଟ ଓ ମିଥୁନ ରାଶିର, ନିଶାନ୍ତ ୦୪.୪୪,ପୁଷ୍କର ଦୋଷ- ୧ ପାଦ-ପଶୁ ସମ୍ପଦ ନାଶ-ଅନ୍ନ ଦାନ ନିଶାନ୍ତ ୦୪.୪୪ ପର୍ଯ୍ୟନ୍ତ

ଶୁଭ ସମୟ:

ପ୍ରାତଃ-୦୫.୫୩ ରୁ ୦୭.୨୯

ଦିବା-୧୦.୪୧ ରୁ ୦୧.୦୬

ରାତ୍ରି- ୦୨.୪୦ ରୁ ୦୩.୨୮

ଅଧିକ ପଢ଼ନ୍ତୁ: ନୂଆ ଘରଟିଏ କରୁଛନ୍ତି କି... ଜାଣନ୍ତୁ ଏହାର ଶୟନ କକ୍ଷ କିପରି ଓ କେଉଁଠି ହେବା ଉଚିତ...

ଅଶୁଭ ସମୟ:

ରାହୁକାଳ - ଦିବା ୦୧.୨୪ ରୁ ୦୨.୫୪

କାଳବେଳା- ଦିବା ୦୨.୫୪ ରୁ ୦୪.୨୪

ବାରବେଳା- ଦିବା ୦୪.୨୪ ରୁ ୦୫.୫୪

କାଳରାତ୍ରି- ରାତ୍ରି ୧୧.୫୩ ରୁ ୦୧.୨୩